କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି। ତୃଣମୂଳର ବରିଷ୍ଠ ନେତା ତଥା ରାଜ୍ୟ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଶୁଭେନ୍ଦୁଙ୍କ ପାଇଁ ଦ୍ବାର ଖୋଲା ରହିଛି ବୋଲି ବିଜେପି କହିଥିବା ବେଳେ ତାଙ୍କର ଏଭଳି ନିଷ୍ପତ୍ତି ମମତାଙ୍କୁ ଶକ୍ତ ଝଟ୍କା ଦେଇଛି।
ତୃଣମୂଳକୁ ଝଟ୍କା : ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ
/sambad/media/post_attachments/wp-content/uploads/2020/11/shevendu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)