କିମ୍‌ଙ୍କୁ ଟ୍ରମ୍ପଙ୍କ ଚେତାବନୀ

ଓ୍ଵାସିଂଟନ: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ବୈଠକ ଶେଷ ହେବାର ୧୦ ଦିନ ନହେଉଣୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଯଦି ଉତ୍ତରକୋରିଆ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୁଏ ତେବେ ଆମେରିକା ପୁଣିଥରେ କୋରିଆ ଉପଦ୍ୱୀପରେ ସମରାଭ୍ୟାସ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର