ତ୍ରିପୁରା ମନ୍ତ୍ରୀଙ୍କ ଅଶୋଭନୀୟ କାଣ୍ଡ ସଭା ମଞ୍ଚରେ ମହିଳାଙ୍କୁ ଅସଦାଚରଣ

ଅଗରତାଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ରିପୁରା ଗସ୍ତ ବେଳେ ସଭାମଂଚରେ ରାଜ୍ୟର ଜଣେ ମନ୍ତ୍ରୀ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି। ମନ୍ତ୍ରୀ ମନୋଜ କାନ୍ତି ଦେବ ଜଣେ ମହିଳାଙ୍କୁ ଅଶାଳୀନ ଭାବେ ଛୁଇଁଥିବାର ଭିଡିଓ ଜାରି ହେବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ବିରୋଧୀ ଦଳମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର