ଟ୍ରମ୍ପ୍‌ ପାଳିଲେ ଦୀପାବଳି

ୱାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଓଭାଲ୍‌ ଅଫିସରେ ଭାରତୀୟ-ଆମେରିକୀୟଙ୍କ ଗହଣରେ ଦିନକ ପୂର୍ବରୁ ଦୀପାବଳି ପାଳିଛନ୍ତି। ଆମେରିକାରେ ବାସ କରୁଥିବା ହିନ୍ଦୁ, ଜୈନ, ଶିଖ୍‌ ଏବଂ ବୌଦ୍ଧ ଧର୍ମାବଲମ୍ବୀ ଲୋକମାନଙ୍କୁ ଆଲୋକର ପର୍ବ ଦୀପାବଳି ଅବସରରେ ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇଛନ୍ତି। ଆମେରିକା ଧାର୍ମିକ ସ୍ବତନ୍ତ୍ରତା ଓ ବିଶ୍ବାସକୁ ସମ୍ମାନ ଦିଏ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର