ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଆଜି ଚୀନ୍ ବିରୋଧରେ ଏକ ଅତି କଠୋର ପଦକ୍ଷେପ ସ୍ବରୂପ ହଂକଂକୁ ମିଳୁଥିବା ସ୍ବତନ୍ତ୍ର ପାହ୍ୟା ଶେଷ କରିଦେଇଛନ୍ତି। ଏଣିକି ଆମେରିକା ହଂକଂକୁ ଆଉ ବିଶେଷ ଶ୍ରେଣୀରେ ରଖିବ ନାହିଁ ଏବଂ ସ୍ବାୟତ୍ତ ଅଂଚଳ ଭାବେ ବିବେଚନା କରିବ। ହଂକଂରେ ଚୀନ୍ ଯେଉଁ ଦମନ ନୀତି ଧରିଛି ତାହାର ପ୍ରତିକାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିବା ସହ ଏ ବାବଦ ଆଦେଶନାମାରେ ଦସ୍ତଖତ କରିଛନ୍ତି।
ହଂକଂକୁ ସ୍ବତନ୍ତ୍ର ପାହ୍ୟା ଶେଷ କଲେ ଟ୍ରମ୍ପ୍
/sambad/media/post_attachments/wp-content/uploads/2020/07/trump-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)