ନୂଆଦିଲ୍ଲୀ : ଭାରତ ଅାସନ୍ତା ଗଣତନ୍ତ୍ର ଦିବସ ଉପଲକ୍ଷେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲା କିନ୍ତୁ ଟ୍ରମ୍ପ୍ ଭାରତର ଏହି ନିମନ୍ତ୍ରଣ ଗ୍ରହଣ କରିନାହାନ୍ତି। ଏନେଇ ଆଜି କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିଛି। ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ଟ୍ରମ୍ପ୍ ନିମନ୍ତ୍ରଣ ଗ୍ରହଣ କରିବେ କି ନା’ ତାହା ପୂର୍ବାନୁମାନ ନକରି ତାଙ୍କୁ ନିମନ୍ତ୍ରଣ କରିବା ଯୁକ୍ତିଯୁକ୍ତ ନଥିଲା। ଏହାଦ୍ବାରା କୂଟନୀତିେର ଭାରତ ବିଫଳ ହୋଇଛି।
ଟ୍ରମ୍ପ୍ଙ୍କ ପ୍ରତ୍ୟାଖ୍ୟାନ ପ୍ରସଙ୍ଗ :କେନ୍ଦ୍ରକୁ ଘେରିଲା କଂଗ୍ରେସ
/sambad/media/post_attachments/wp-content/uploads/2018/10/congress-party.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)