ସଲମାନ୍‌ଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କୁ ପ୍ରଶଂସାରେ ପୋତିଛନ୍ତି। ଗୋଟିଏ ପ‌‌ଟେ ସାମ୍ବା‌ଦିକ ଜମାଲ ଖସୋଗିଙ୍କ ହତ୍ୟା ମାମଲା ନେଇ ସାରା ବିଶ୍ବ ସମ୍ପ୍ରଦାୟରୁ ସଲମାନଙ୍କ ବିରୋଧରେ ଅଙ୍ଗୁଳି ନିକ୍ଷେପ ହୋଇଥିଲେ ସୁଦ୍ଧା ଟ୍ରମ୍ପ୍‌ ସଲମାନଙ୍କୁ ଏକ୍ଷେତ୍ରରେ ପ୍ରଶଂସା କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପ୍‌ କହିଛନ୍ତି ଖସୋଗି ହତ୍ୟା ଘଟଣାକୁ ନେଇ ସେ ଖୁବ୍‌ କ୍ରୋଧାନ୍ବିତ କିନ୍ତୁ ଏହି ମାମଲାରେ ସାଉଦି କ୍ରାଉନ୍‌ ପ୍ରିନ୍ସ ସଲମାନ୍‌ଙ୍କ ଉପରକୁ କେହି ଅଙ୍ଗୁଳି ନିକ୍ଷେପ କରିପାରିବେନି ।

ସମ୍ବନ୍ଧିତ ଖବର