ୱାସିଂଟନ୍: ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜୋ ବାଇଡେନ୍ ଯେଉଁଦିନ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ସେଦିନ ଟ୍ବିଟର୍ ତାଙ୍କୁ ରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ୍ @POTUS (ଆଟ୍ ଦି ରେଟ୍ ପୋଟସ୍) ଆକାଉଣ୍ଟ୍ ହସ୍ତାନ୍ତର କରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଯାବତ ତାଙ୍କ ପରାଜୟକୁ ସ୍ବୀକାର କରିନଥିବା ବେଳେ ସୋସିଆଲ ମିଡିଆ ଟ୍ବିଟର ବାଇଡେନ୍ଙ୍କୁ ସମର୍ଥନ କରିବାପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି।
ବାଇଡେନ୍ଙ୍କୁ ପୋଟସ୍ ଆକାଉଣ୍ଟ୍ ହସ୍ତାନ୍ତର କରିବ ଟ୍ବିଟର
/sambad/media/post_attachments/wp-content/uploads/2020/11/dg4da654g6d54g65gggdagddgdggd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)