କାର୍‌ରେ ଶ୍ବାସରୁଦ୍ଧ ହୋଇ ଦୁଇଝିଅଙ୍କ ମୃତ୍ୟୁ:ମାଆକୁ ୪୦ ବର୍ଷ ଜେଲ୍‌

ଟେକ୍ସାସ୍‌: କାର୍‌ ମଧ୍ୟରେ ନିଜର ଦୁଇ ନିରୀହ ଝିଅଙ୍କୁ ଛାଡ଼ି ରାତିସାରା ପାର୍ଟିରେ ମାତିବା ଆମେରିକାର ଜଣେ ମାଆ ପାଇଁ ମହଙ୍ଗା ପଡ଼ିଛି। କାର୍‌ ମଧ୍ୟରେ ତାଙ୍କ ଦୁଇଝିଅଙ୍କ ଶ୍ବାସରୁଦ୍ଧ‌ ହୋଇ ମୃତ୍ୟୁ ଘଟିଛି। ଅମାଣ୍ଡା ହକିନ୍ସ ନାମକ ଏହି ମହିଳାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। କାର୍‌ ଚାରିପଟୁ ବନ୍ଦ ହୋଇଯିବା ଯୋଗୁ ଏହା ମଧ୍ୟରେ ତାପମାତ୍ରା ବଢ଼ିଯାଇଥିଲା। ଫଳରେ ଅମ୍ଳଜାନ ମାତ୍ରା ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର