ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦୁଇଟି ବିମାନ ଆକାଶରେ ଧକ୍କା ଖାଇବା ପରେ ଖଣ୍ଡଖଣ୍ଡ ହୋଇ ତଳକୁ ପଡ଼ୁଥିବା ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଉତ୍ତର-ପୂର୍ବ ଫ୍ରାନ୍ସରେ ଅଭ୍ୟାସ ସମୟରେ ଦୁଇଟି ସାମରିକ ବିମାନ ଆକାଶରେ ପରସ୍ପର ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ଦୁର୍ଘଟଣାଗସ୍ତ ବିମାନର ଧ୍ବଂସାବଶେଷ ଆସି ଭୂମିରେ ପଡ଼ୁଥିବାର ଦେଖିବାକୁ ମିଳିଥିଲା।
Terrifying Moment Two French Air Force Jets Collide Mid-Air While Rehearsing Stunts
— RT_India (@RT_India_news) March 25, 2025
The collision occurred near an air base in Saint-Dizier, eastern France – both planes were destroyed in the crash.
The pilots and a passenger ejected from the jets and were 'found conscious', as… pic.twitter.com/EOFdEQG1NN
ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଅପରାହ୍ନ ୧୫:୪୦ ମିନିଟରେ ଏୟାର ବେସ୍ ୧୧୩ ନିକଟରେ ପ୍ରଶିକ୍ଷଣ ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।