୨ ଆତଙ୍କବାଦୀ ନିହତ

ଶ୍ରୀନଗର: ହିଜବୁଲ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିବା ଜଣେ ସେନା ଯବାନଙ୍କ ସମେତ ୨ ଜଣ ହିଜବୁଲ୍‌ ଆତଙ୍କବାଦୀ ଆଜି କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ସୁରକ୍ଷାବାହିନୀ ଗୁଳିରେ ପ୍ରାଣ ହରାଇଛନ୍ତି। ଦକ୍ଷିଣ କଶ୍ମୀର ଜିଲ୍ଲାର ‌ଜୈନାପୁରା ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର