ସଂସଦ ଭବନକୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଯାଇଥିବା ୨ ଜଣ ଟିଏମ୍ସି ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍ ଏବେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ବଙ୍ଗଳା ଅଭିନେତ୍ରୀ ସଂସଦ ଭବନରେ ସେମାନଙ୍କ ପ୍ରଥମ ଦିନ ବେଶ୍ ସ୍ମରଣୀୟ ଥିଲା ବୋଲି କହିଛନ୍ତି।
୨ ଜଣ ଟିଏମ୍ସି ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍
/sambad/media/post_attachments/wp-content/uploads/2019/05/tmc-mp.jpg)