୨ ଜଣ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍‌

ସଂସଦ ଭବନକୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଯାଇଥିବା ୨ ଜଣ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାନ୍‌ ଏବେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ବଙ୍ଗଳା ଅଭିନେତ୍ରୀ ସଂସଦ ଭବନରେ ସେମାନଙ୍କ ପ୍ରଥମ ଦିନ ବେଶ୍‌ ସ୍ମରଣୀୟ ଥିଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର