ୱାସିଂଟନ୍ : ଆଫଗାନିସ୍ତାନରେ ଚାଲିଥିବା ଦୀର୍ଘ ୨୦ ବର୍ଷର ଯୁଦ୍ଧ ଆମେରିକା ହାରି ଯାଇଛି। ଏକଥା ଆମେରିକାର ଶୀର୍ଷ ଜେନେରାଲ୍ ସ୍ବୀକାର କରିଛନ୍ତି। ଏହି ଯୁଦ୍ଧ ରଣନୀତିକ ଭାବେ ବିଫଳ ହୋଇଛି ବୋଲି ଆମେରିକାର ଶୀର୍ଷ ଜେନେରାଲ୍ ମାର୍କ ମିଲେ କହିଛନ୍ତି। ଆଫଗାନିସ୍ତାନରୁ ଯେଭଳି ପରିସ୍ଥିତିରେ ଆମେରିକାର ସେନା ପ୍ରତ୍ୟାହାର ହେଲା ତାହା ଆମର ପରାଜୟକୁ ପ୍ରମାଣିତ କରିଛି ବୋଲି ସେ କହିଛନ୍ତି।
ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧ ହାରିଲା ଆମେରିକା : ଶୀର୍ଷ ଆମେରିକା ଜେନେରାଲ୍
/sambad/media/post_attachments/wp-content/uploads/2021/10/Milley.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)