ଲକ୍ଷ୍ନୌ: ଦୀର୍ଘ ୧୨ ଘଣ୍ଟାର ପଚରାଉଚରା ପରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର। ତାଙ୍କୁ ଲଖିମପୁର ଖେରି ମାମଲାର ତଦନ୍ତ କରୁଥିବା ଉତ୍ତର ପ୍ରଦେଶ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତଦନ୍ତ ସହିତ ଜଡ଼ିତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଆଶିଷ ମିଶ୍ରା ତଦନ୍ତକାରୀଙ୍କୁ ସହଯୋଗ ନ କରିବାରୁ ତାଙ୍କୁ ପୁଲିସ ହେପାଜତକୁ ନିଆଯାଇଛି। କ୍ରାଇମବ୍ରାଞ୍ଚ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।
ଉତ୍ତର ପ୍ରଦେଶର ସାହରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ୍ କହିଛନ୍ତି ଯେ, ଅଭିଯୁକ୍ତ ଆଶିଷ ମିଶ୍ରା ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ନଥିଲେ ଏବଂ ପଚରାଉଚରା ସମୟରେ ସହଯୋଗ କରି ନଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଛି ଓ ଖୁବ୍ ଶୀଘ୍ର ଅଦାଲତରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ, ଏହି ମାମଲାକୁ ନିଜ ଆଡ଼ୁ ବିଚାର ଲାଗି ଗ୍ରହଣ କରି ସୁପ୍ରିମକୋର୍ଟ ଗତକାଲି ଘଟଣାର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଶିଷ ମିଶ୍ରଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶ୍ନ କରିଥିଲେ।
ଗତସପ୍ତାହରେଲଖିମ୍ପୁରଖେରିରେପ୍ରତିବାଦରତକୃଷକମାନଙ୍କଉପରେକେନ୍ଦ୍ରଗୃହରାଷ୍ଟ୍ରମନ୍ତ୍ରୀଅଜୟମିଶ୍ରାଙ୍କପୁଅଆଶିଷମିଶ୍ରାକାରଚଢ଼ାଇଦେଇଥିବାନେଇହୋଇଥିବାଅଭିଯୋଗଉପରେଏବେତଦନ୍ତଚଳାଇଛିୟୁପିପୁଲିସ।ଆଜିଏ ନେଇଆଶିଷଙ୍କୁପଚରାଉଚରାକରାଯାଉଥିବାବେଳେଏବେବଡ଼ଖବରସାମ୍ନାକୁଆସିଥିଲା।ଘଟଣାଘଟିବାଦିନମୋପୁଅଅନ୍ୟଏକକାର୍ଯ୍ୟକ୍ରମରେବ୍ୟସ୍ତଥିଲାବୋଲିକହିଥିଲେଅଜୟମିଶ୍ରା।ହେଲେଆଜିତାହାପ୍ରମାଣକରିବାରେବିଫଳହୋଇଛନ୍ତିଆଶିଷ।ସୂତ୍ରରୁଜଣାପଡ଼ିଛିଯେ, ଆଶିଷଅକ୍ଟୋବର୩ ତାରିଖରେ୨.୩୬ରୁ୩.୩୦ମଧ୍ୟରେକେଉଁଠିଥିଲେ, ତାହାକହିପାରିନାହାନ୍ତି।
ଉଲ୍ଲେଖଯୋଗ୍ୟ, ଲଖିମ୍ପୁରହିଂସାକାଣ୍ଡମାମଲାତଦନ୍ତକରିବାପାଇଁଉତ୍ତରପ୍ରଦେଶପୁଲିସଗଠନକରିଥିବା ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ (ଏସ୍ଆଇଟି) ନିକଟରେଆଜିପୂର୍ବାହ୍ନପ୍ରାୟ୧୦:୩୦ରେଆଶିଷହାଜରହୋଇଥିଲେ।ଏହାପରେ ‘କ୍ରାଇମ୍ ବ୍ରାଞ୍ଚ୍ ଅଫିସ୍’ରେତାଙ୍କୁପଚରାଉଚରାକରାଯାଇଥିଲା।ହିଂସାକାଣ୍ଡସଂକ୍ରାନ୍ତରେଗତକାଲିତାଙ୍କୁପଚରାଉଚରାକରାଯିବାକଥା।ସେଥିପାଇଁସମନ୍ ପଠାଯାଇଥିଲେବିଗତକାଲିତାଙ୍କରଦେଖାନଥିଲାକି, ସେତଦନ୍ତକାରୀଅଧିକାରୀଙ୍କନିକଟରେହାଜରହୋଇନଥିଲେ।