ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରେଲିରେ ଜନ୍ମ ସାର୍ଟିଫିକେଟ୍ରେ ଜଣେ ୨ ବର୍ଷର ଶିଶୁର ବୟସ ୧୦୨ ଏବଂ ଜଣେ ୪ ବର୍ଷର ଶିଶୁର ବୟସ ୧୦୪ ବର୍ଷ ଦର୍ଶାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବରେଲି କୋର୍ଟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଭୁଲ୍ ସାର୍ଟିଫିକେଟ୍ ଦେଇଥିବାରୁ ଗ୍ରାମ ମୁଖ୍ୟ ଏବଂ ଗ୍ରାମ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ବରେଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଜର ଦୁଇ ପୁତୁରା ଶୁଭ ଏବଂ ସଂକେତଙ୍କର ଏଭଳି ବୟସ ତ୍ରୁଟି ଘଟଣାରେ ଶିଶୁମାନଙ୍କର ଦାଦା ପୱନ କୁମାର କୋର୍ଟରେ ମାମଲା ରୁଜୁ କରିଥିଲେ।
ଉତ୍ତରପ୍ରଦେଶ: ୨ ଶିଶୁଙ୍କର ବୟସ ୧୦୦ରୁ ଊର୍ଦ୍ଧ୍ବ!
/sambad/media/post_attachments/wp-content/uploads/2019/08/newborn-child-navbharattimes.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)