ପୁଅକୁ ହତ୍ୟ‌ାକଲେ ୟୁପି ରାଜନେତାଙ୍କ ପତ୍ନୀ

ଲ‌େକ୍ଷ୍ନୗ : ଉତ୍ତରପ୍ରଦେଶ ରାଜନେତା ତଥା ବିଧାନ ପରିଷଦ ଅଧ୍ୟକ୍ଷ ରମେଶ ଯାଦବଙ୍କ ପତ୍ନୀ ମୀରା ଯାଦବ ତାଙ୍କ ୨୩ ବର୍ଷର ପୁଅକୁ ଗଳା ଚିପି ହତ୍ୟା କରିବା ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟା ମାମଲାରେ ମୀରା ଯାଦବଙ୍କୁ ଏବେ ପୁଲିସ ଗିରଫ କରିଛି। ଅଭିଜିତ ଯାଦବଙ୍କ ହତ୍ୟା ମାମଲାରେ ମୀରା ଯାଦବଙ୍କୁ ଗତ ରବିବାର ଠାରୁ ଜେରା କରାଯାଉଥିଲା।

ସମ୍ବନ୍ଧିତ ଖବର