ଗୋରଖପୁର : ଶାଗୁଣା ସଂଖ୍ୟା ହ୍ରାସ ପାଉଥିବାରୁ ଉତ୍ତରପ୍ରଦେଶ ସରକାର ଗୋରଖପୁରରେ ବିଶ୍ୱର ପ୍ରଥମ ଶାଗୁଣା ସଂରକ୍ଷଣ ଏବଂ ପ୍ରଜନନ କେନ୍ଦ୍ର ନିର୍ମାଣ କରୁଛନ୍ତି। ଏହାକୁ ଆଗାମୀ ସେପ୍ଟେମ୍ବର ମାସ ୩ ତାରିଖ ଅନ୍ତର୍ଜତୀୟ ଶାଗୁଣା ସଚେତନତା ଦିବସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଉତ୍ତରପ୍ରଦେଶର ଗୋରଖପୁର ବନ ବିଭାଗ ଅଧୀନରେ ଥିବା ମହାରାଜଗଞ୍ଜର ଫରେଣ୍ଡାରେ ଏହି ଶାଗୁଣା ସଂରକ୍ଷଣ କେନ୍ଦ୍ରର ନିର୍ମାଣ ହୋଇଛି।
ୟୁପିରେ ହେବ ବିଶ୍ବର ପ୍ରଥମ ଶାଗୁଣା ସଂରକ୍ଷଣ କେନ୍ଦ୍ର
/sambad/media/post_attachments/wp-content/uploads/2022/07/vulture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)