ୟୁପି ମହିଳାଙ୍କ ଅଭିଯୋଗ: ବିଜେପି ବିଧାୟକଙ୍କ ଦ୍ବାରା ମାସେ ଧରି ଦୁଷ୍କର୍ମର ଶିକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହିରେ ଜଣେ ମହିଳା ବିଜେପି ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବିଜେପି ବିଧାୟକ ରବିନ୍ଦ୍ରନାଥଙ୍କ ସମେତ ଅନ୍ୟ ୬ ଜଣଙ୍କ ଦ୍ବାରା ସେ ଲଗାତାର ମାସେ ପର୍ଯ୍ୟନ୍ତ ଦୁଷ୍କର୍ମର ଶିକାର ହୋଇଥିଲେ। ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ବିଧାୟକଙ୍କ ପୁତୁରା ତାଙ୍କୁ ଭଦୋହିର ଏକ ହୋଟେଲ୍‌ରେ ରଖିଥିଲା ଏବଂ ସେଠାରେ ସେ ବିଧାୟକ ଏବଂ ଅନ୍ୟ ୬ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର