ସୋମାଲିଆରେ ଆମେରିକାର ବିମାନ ଆକ୍ରମଣ, ୬୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଆମେରିକା ବିମାନ ଆକ୍ରମଣରେ ଗତ ଦୁଇ ଦିନ ମଧ୍ୟରେ ସୋମାଲିଆରେ ୬୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଲ-ଶବାବ୍‌ ଆତଙ୍କବାଦୀଙ୍କୁ ଟାର୍ଗେଟ୍‌ କରି ହୋଇଥିବା ଏହି ବିମାନ ଆକ୍ରମଣରେ ଗତ ଶନିବାର ଦିନ ୩୪ ଆତଙ୍କବାଦୀ ନିହତ ହୋଇଥିବାବେଳେ ରବିବାର ଦିନ ୨୮ ଆତଙ୍କବାଦୀ ନିହତ ହୋଇଛନ୍ତି।

ସମ୍ବନ୍ଧିତ ଖବର