ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ଚତୁର୍ଥ ଥର ପାଇଁ ଜିତାଇବାକୁ ଲକ୍ଷ୍ୟ ରଖିଥିବା ଶିବରାଜ ସରକାର ପ୍ରଚାର କାର୍ଯ୍ୟକ୍ରମରେ ଯାଦୁକରଙ୍କ ସହାୟତା ନେବେ ବୋଲି ଜଣାପଡ଼ିଛି। ‘ମ୍ୟାଜିକ୍ ସ୍ପେଲ୍’ ନାମକ ଏହି ଅଭିନବ ପଦକ୍ଷେପ ଦ୍ବାରା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଲୋକଙ୍କ ହୃଦୟ ଜିତିବେ। ମଧ୍ୟ ପ୍ରଦେଶ ବିଜେପିର ମୁଖପାତ୍ର ରଜନୀଶ ଅଗ୍ରୱାଲ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ନିମନ୍ତେ ଯାଦୁକରଙ୍କୁ ବ୍ୟବହାର କରାଯିବ।
ପ୍ରଚାରରେ ଯାଦୁକରଙ୍କୁ ବ୍ୟବହାର କରିବେ ଶିବରାଜ
/sambad/media/post_attachments/wp-content/uploads/2018/10/download-68.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)