ଘରୋଇ ହସ୍ପିଟାଲ ପାଇଁ ଟୀକା ଦର ନିର୍ଦ୍ଧାରଣ । ଜାଣନ୍ତୁ କେଉଁ ଟୀକା ପାଇଁ କେତେ ଟଙ୍କା ଧାର୍ଯ୍ୟ କଲେ କେନ୍ଦ୍ର ସରକାର ?

ନୂଆଦିଲ୍ଲୀ: ଧାର୍ଯ୍ୟ ହେଲା ଟୀକା ଦର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟୀକା ଦର ଧାର୍ଯ୍ୟ । ଘରୋଇ ହସ୍ପିଟାଲ ପାଇଁ ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର । କୋଭାକ୍ସିନ ଟୀକା ଦର ୧୪୧୦ ଟଙ୍କା ଧାର୍ଯ୍ୟ । କୋଭିସିଲ୍ଡ ଟୀକା ଦର ୭୮୦ ଟଙ୍କା ଧାର୍ଯ୍ୟ । ସ୍ପୁଟନିକ ଟୀକା ଦର ୧୧୪୫ ଟଙ୍କା ଧାର୍ଯ୍ୟ । ତେବେ ପ୍ରତି ଟୀକା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ ।

ସମ୍ବନ୍ଧିତ ଖବର