ହାଇଦ୍ରାବାଦ୍: ଆଇପିଏଲ୍ର ୬୯ତମ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ) ମୁହାଁମୁହିଁ ହୋଇଛନ୍ତି।
ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଜିତେଶ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସନ୍ ରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବୋଲିଂ କରିବା ଆରମ୍ଭ କରିଥିଲା।
🎥 𝙎𝙖𝙣𝙫𝙞𝙧'𝙨 𝙎𝙩𝙪𝙣𝙣𝙚𝙧 👌
— IndianPremierLeague (@IPL) May 19, 2024
Runs Back 👉 Turns up 👉 Completes Catch 😎
Watch the match LIVE on @JioCinema and @starsportsindia 💻📱#TATAIPL | #SRHvPBKS | @SunRiserspic.twitter.com/EaZnFsfwxB
ପଞ୍ଜାବ କିଙ୍ଗସ୍ ଧାର୍ଯ୍ୟ ୨୦ ଓଭରରେ ୫ ୱିକଟେ ହରାଇ ୨୧୪ ରନ୍ କରିଥିଲା। ଫଳରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ପାଇଁ ବିଜୟ ଲକ୍ଷ୍ୟ ୨୧୫ ରନ୍ ରହିଛି।
Right wicket at the right time 😎
— IndianPremierLeague (@IPL) May 19, 2024
Prabhsimran's solid knock comes to an end courtesy of a Klaasy catch 💪
Watch the match LIVE on @JioCinema and @StarSportsIndia 💻📱#TATAIPL | #SRHvPBKSpic.twitter.com/a87LCfvi9g
ପଞ୍ଜାବ କିଙ୍ଗସ୍ ପକ୍ଷରୁ ଅର୍ଥଭା ଟାଇଡେ ୪୬ ରନ୍ କରିଥିବାବେଳେ ପ୍ରଭସିମରନ୍ ସିଂ ୭୧ ରନ୍ କରିଥିଲେ। ସେହିପରି ରିଲ୍ ରୋସଓ ୪୯ ରନ୍ , ଜିତେଶ ଶର୍ମା ୨୬ ରନ୍ କରିଥିଲେ।