କ୍ଷମତାକୁ ଆସିଲେ ଶିକ୍ଷା ଋଣ ଛାଡ଼ କରିବୁ: ଷ୍ଟାଲିନ୍‌

ଏରୋଡ୍‌ (ତାମିଲନାଡ଼ୁ) : ଆଗାମୀ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଯଦି ଡିଏମ୍‌କେ କ୍ଷମତାକୁ ଆସେ ତା’ହେଲେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ନେଇଥିବା ଶିକ୍ଷା ଋଣକୁ ତୁରନ୍ତ ଛାଡ଼ କରିବୁ ବୋଲି ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍‌ ଆଜି ଘୋଷଣା କରିଛନ୍ତି। ଏକ ସମାବେଶରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍‌ କହିଛନ୍ତି ଛାତ୍ରଛାତ୍ରୀଙ୍କ କଲ୍ୟାଣ ଦିଗରେ ଏହା ଏକ ବହୁତ ବଡ଼ ପଦପେ ହେବ।

ସମ୍ବନ୍ଧିତ ଖବର