ପଶ୍ଚିମବଙ୍ଗ ସରକାର ସମ୍ବିଧାନକୁ ଅବମାନନା କରୁଛନ୍ତି: ରାଜ୍ୟପାଳ

କୋଲକାତା : ରାଜ୍ୟ ସରକାର ସମ୍ବିଧାନକୁ ଅବମାନନା କରୁଛନ୍ତି। ସମଗ୍ର ରାଜ୍ୟରେ ନିଆଁ ଜଳୁଛି। ଏଥିପ୍ରତି ଭ୍ରୂକ୍ଷେପ ନକରି ମମତା ସରକାର ତୁଚ୍ଛ ରାଜନୀତି କରୁଛନ୍ତି। ସମ୍ବିଧାନ ରଚୟିତା ଭୀମରାଓ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ଜଗଦୀପ ଧନଖଡ଼ କହିଛନ୍ତି, ଏଭଳି ଘଟଣାକୁ ନେଇ ସେ ବ୍ୟଥିତ ଓ ଦୁଃଖିତ।

ସମ୍ବନ୍ଧିତ ଖବର