ବଜେଟ୍ ୨୦୨୨-୨୩ : ଜାଣନ୍ତୁ କ’ଣ ହେଲା ଶସ୍ତା, କ’ଣ ମହଙ୍ଗା ?

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉପସ୍ଥାପିତ କରିଥିବା କେନ୍ଦ୍ର ବଜେଟରେ କେତେକ ସାମାଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବା ଫଳରେ ସେଗୁଡିକର ଦର ବୃଦ୍ଧି ହେବାର ସମ୍ଭାବନା ରହିଛି । ସେହିପରି କେତେକ ସାମଗ୍ରୀ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରାଯିବା ଫଳରେ ସେଗୁଡ଼ିକ ଶସ୍ତା ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ ସାମଗ୍ରୀ ଶସ୍ତା ଓ କେଉଁଟି ମହଙ୍ଗା ହେବ।

ଛତା, ଇମିଟେସନ ଗହଣା, ଲାଉଡସ୍ପିକର, ସ୍ମାର୍ଟମିଟର, ହେଡଫୋନ ଓ ଇୟରଫୋନ, ସୋଲାର ସେଲ, ଇଲେକ୍ଟ୍ରୋନିକ ଖେଳନା, ଏକ୍ସ-ରେ ମେସିନ

 

କପଡ଼ା, ଚମଡ଼ା ସାମଗ୍ରୀ, ହୀରା ଗହଣା, ମୋବାଇଲ ଫୋନ ଓ ଚାର୍ଜର, କ୍ୟାମେରା ଲେନ୍ସ, ମିଥାଇଲ ଆଲକହଲ

 

ସମ୍ବନ୍ଧିତ ଖବର