ଔରଙ୍ଗାବାଦ୍ : ମହାରାଷ୍ଟ୍ରରେ ଜଣେ ରିୟଲ ଇଷ୍ଟେଟ୍ ଦଲାଲ୍ଙ୍କୁ ଏକ ହ୍ବାଟ୍ସଆପ୍ ମେସେଜ୍ ପାଇଁ ହତ୍ୟା କରାଯାଇଛି। ୩୫ ବର୍ଷୀୟ ଦଲାଲ୍ ମୋଇନ ମେହମୁଦ୍ ପଠାନଙ୍କୁ ଗତ ରବିବାର ରାତିରେ ପାଖାପାଖି ୨୦ ଜଣ ବ୍ୟକ୍ତି ଖଣ୍ଡା, ଛୁରି ଏବଂ ରଡ୍ ଦ୍ବାରା ହତ୍ୟା କରିଥିଲେ। ଘଟଣାଟି ଘଟିଛି ଔରଙ୍ଗାବାଦ୍ର ହର୍ସୁଲ୍ ଅଞ୍ଚଳ ନିକଟସ୍ଥ ଫତିମାନଗରରେ। ଗତ ରବିବାର ଦିନ ଦଲାଲ୍ ଜଣଙ୍କ ଏକ ହ୍ବାଟ୍ସଆପ୍ ଗ୍ରୁପ୍ରେ ତାଙ୍କ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରି ଏକ ମେସେଜ୍ ଦେଇଥିଲେ। ତେବେ ଏହାର ମାତ୍ର କିଛି ସମୟ ପରେ ତାଙ୍କୁ ହତ୍ୟା କରାଯାଇଥିଲା।
ହ୍ବାଟ୍ସଆପ୍ ମେସେଜ୍କୁ କେନ୍ଦ୍ର କରି ହତ୍ୟା
/sambad/media/post_attachments/wp-content/uploads/2018/10/dealer-murder-in-maharastra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)