ମୁମ୍ବାଇ: ‘ଆସିକ୍ ବନାୟା ଆପ୍ନେ’ ଷ୍ଟାର୍ ତନୁଶ୍ରୀ ଦତ୍ତ ବଲିଉଡ୍ଠୁ ଏକରକମ୍ ଦୂରେଇ ଯାଇ ଆମେରିକା ପଳାଇଥିଲେ। ୨ ବର୍ଷ ପରେ ସେ ଆମେରିକାରୁ ଫେରିଛନ୍ତି। ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କର ଏହି ଫଟୋ ଉତ୍ତୋଳନ କରାଯାଇଛି। ଏହି ଫଟୋରୁ ପ୍ରଥମେ ତାଙ୍କୁ ଚିହ୍ନି ହୋଇ ନ ଥିଲା। କାରଣ ଏହି ୨ ବର୍ଷ ମଧ୍ୟରେ ତାଙ୍କର ରୂପ ଅନେକ ବଦଳି ଯାଇଛି। ତାଙ୍କ ଲୁକ୍ରେ ଏଭଳି ପରିବର୍ତ୍ତନକୁ ଫ୍ୟାନ୍ମାନେ ବିଶ୍ୱାସ କରିପାରୁ ନାହାନ୍ତି।
ଏ ଅଭିନେତ୍ରୀ କିଏ?
/sambad/media/post_attachments/wp-content/uploads/2018/07/nso7bnbo_tanushree-dutta-ndtv_625x300_23_July_18.jpg)