ନୂଆଦିଲ୍ଲୀ: ଆଜି ପୁଣି ଥରେ ଅନ୍ତର୍ଜାତୀୟସ୍ତରରେ ପାକିସ୍ତାନ ବିରୋଧରେ ଏକ ବଡ଼ ବିଜୟ ହାସଲ କରିଛି ଭାରତ। ଭାରତୀୟ ନାଗରିକ ତଥା ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ୧୫:୧ରେ ଆଜି ଭାରତ ସପକ୍ଷରେ ରାୟ ଶୁଣାଇବା ପରେ ପାକିସ୍ତାନକୁ ଲାଗିଛି ଏକ ବଡ଼ ଝଟକା।
ଅନ୍ୟ ପକ୍ଷରେ ଆଇସିଜେରେ ଭାରତର ପାକିସ୍ତାନ ବିରୋଧରେ ଏକ ବଡ଼ ବିଜୟ ଘଟିଥିବା ବେଳେ ଆଇସିଜେର ରାୟକୁ ସବୁ ମହଲରୁ ସ୍ୱାଗତ କରା ଯାଇଛି । ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସଙ୍ଗେ ସଙ୍ଗେ ଏକ ଟୁଇଟ୍ କରି କହିଛନ୍ତି ଯେ ଆଇସିଜେରେ ଆଜି ଭାରତର ବିଜୟ ଘଟିଛି।
I wholeheartedly welcome the verdict of International Court of Justice in the case of Kulbhushan Jadhav. It is a great victory for India. /1
— Sushma Swaraj (@SushmaSwaraj) July 17, 2019
ସେହିପରି ବରଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍ କହିଛନ୍ତି ଆଇସିଜେରେ ନ୍ୟାୟର ବିଜୟ ହୋଇଛି।
ICJ delivers ‘justice’ in the true sense of that word, upholding human rights, due procedure and the rule of law
— P. Chidambaram (@PChidambaram_IN) July 17, 2019
ଅନ୍ୟପକ୍ଷରେ ଆଇସିଜେର ରାୟ ପ୍ରକାଶ ପାଇବା ପରେ ତମାମ ଦେଶରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ କୁଲଭୂଷଣ ଯାଦବଙ୍କ ମା’, ପତ୍ନୀ ଓ ଭଉଣୀ ଖୁସି ଜାହିର କରିବା ସହ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
#Mumbai: Kulbhushan Jadhav's friends wearing 'India with Kulbhushan' t-shirts offer special prayers ahead of International Court of Justice's verdict today. pic.twitter.com/OJtnO0wWwz
— ANI (@ANI) July 17, 2019
And the decision in the #Jadhav Cade is out!
ICJ has ruled in favour of India on merits, affirming Jadhav’s right to consular access and notification
The Court has directed Pakistan to provide effective review and reconsideration of his conviction and sentences pic.twitter.com/DE3dAb9eIv
— Reema Omer (@reema_omer) July 17, 2019

The Court has also said that Jadhav’s death sentence should remain suspended until Pakistan effectively reviews and reconsiders the conviction/sentence in light of Pakistan’s breach of Art 36(1) i.e. denial of consular access and notification pic.twitter.com/nfTbAEQ0q8
— Reema Omer (@reema_omer) July 17, 2019