ନୂଆଦିଲ୍ଳୀ: ବିଶ୍ୱ ପରିବେଶ ଦିବସ ୨୦୧୯ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଏବଂ ଅନ୍ୟ କେତେକ ବରିଷ୍ଠ ନେତା ପରିବେଶ ସୁରକ୍ଷା କରିବାକୁ ଶପଥ ନେଇଛନ୍ତି। ।
माता भूमिः पुत्रोऽहं पृथिव्याः।
Our Planet and Environment is something we all cherish greatly. Today on #WorldEnvironmentDay, we reiterate our commitment to ensure a cleaner planet.
Living in harmony with nature will lead to a better future. pic.twitter.com/3V7yLD3d8U
— Narendra Modi (@narendramodi) June 5, 2019
ଏହି ବଡ଼ ବଡ଼ ନେତା ମାନେ ଏ ବର୍ଷ ବିଶ୍ୱ ପରିବେଶ ଦିବସରେ ବାୟୁ ପ୍ରଦୂଷଣକୁ ଗୁରୁତ୍ୱ ଦେଇଛନ୍ତି। ଏହି ନେତାମାନେ ନିଜେ ପରିବେଶକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ଏ ସଂପର୍କରେ ସଚେନତ କରାଇବା ପାଇଁ ଶପଥ ନେଇଛନ୍ତି।
ଜୁନ ୫ ତାରିଖକୁ ପୂରା ବିଶ୍ୱରେ ପରିବେଶ ଦିବସ ଭାବେ ପାଳନ କରାଯାଏ। ପରିବେଶକୁ ସବୁଠାରୁ ବେଶି ଖରାପ କରୁଥିବା ବାୟୁ ପ୍ରଦୂଷଣକୁ ଏବର୍ଷର ବିଷୟବସ୍ତୁ କରାଯାଇଛି।
On #WorldEnvironmentDay, we reaffirm our commitment to a cleaner and sustainable planet. Living in harmony with nature is a part of the Indian ethos. India is committed to addressing climate change and bequeathing a greener, eco-friendly habitat to our children #PresidentKovind
— President of India (@rashtrapatibhvn) June 5, 2019
ରାଷ୍ଟ୍ରପତି କୋବିନ୍ଦ ଟ୍ଵିଟର୍ରେ ଏ ନେଇ ଚିନ୍ତା ପ୍ରକଟ କରି ଏକ ବାର୍ତ୍ତା ପ୍ରଧାନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଭିଡିଓ ସେୟାର୍ କରି ପରିବେଶ ସୁରକ୍ଷା ଉପରେ ବାର୍ତ୍ତା ଦେଇ ଏକ ଟ୍ଵିଟ୍ କରିଛନ୍ତି।