ବିଶ୍ବ କ୍ରୀଡ଼ାରେ ଭାଗନେବେ ପ୍ର‌େମ‌ାଦ, ରମେଶ

ଭୁବନେଶ୍ବର: ମଙ୍ଗଳବାରଠୁ ସାରଜାରେ ଆରମ୍ଭ ହେବାକୁ ଥିବା ଆଇୱାଜ୍‌ ବିଶ୍ବ କ୍ରୀଡ଼ାରେ ଓଡ଼ିଶାର ଦୁଇ ଖେଳାଳି ପ୍ରମୋଦ ଭଗତ (ବ୍ୟାଡ୍‌ମିଣ୍ଟନ୍‌) ଏବଂ ରମେଶ ରାଓ (ହୁଇଲ୍‌ଚେୟାର ଅସିଚାଳନା) ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ। ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବର ଏହି କୀଡ଼ାରେ ଦୌଡ଼କୁଦ, ତୀରନ୍ଦାଜୀ, ବ୍ୟାଡ୍‌ମିଣ୍ଟନ୍‌, ରୋଇଂ, ବନ୍ଧୁକଚାଳନା, ସନ୍ତରଣ, ଟେବୁଲ ଟେନିସ୍‌, ହୁଇଲ୍‌ଚେୟାର ଅସିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର