ବିଶ୍ବର ସବୁଠୁ ଲମ୍ବା କେକ୍‌

କେରଳରେ ବିଶ୍ବର ସବୁଠୁ ଲମ୍ବା କେକ୍‌ ପ୍ରସ୍ତୁତ ହୋଇଛି। ଏହି କେକ୍‌ର ଲମ୍ବା ୬.୫ କିଲୋମିଟର ହୋଇଥିବା ବେଳେ ଏଥିରେ ୧୫୦୦ ବେକର ନିୟୋଜିତ ଥିଲେ ଏବଂ ୧୨ ହଜାର କିଲୋ ଚିନି ଓ ମଇଦା ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର