ନୂଆଦିଲ୍ଲୀ: ୟାସିନ ମଲ୍ଲିକଙ୍କ ଜେକେଏଲ୍ଏଫ୍କୁ ସରକାର ବ୍ୟାନ୍ କରିଛନ୍ତି। ଉଗ୍ରବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଭିଯୋଗରେ ବ୍ୟାନ୍ କରାଯାଇଥିବା ଜଣାପଡ଼ିଛି। ଆତଙ୍କବାଦ ନିରୋଧ ଆଇନ ବଳରେ ବ୍ୟାନ୍ କରାଯାଇଥିବା ସୂଚନା ମିଳିଛି।
ୟାସିନ ମଲ୍ଲିକଙ୍କ ଜେକେଏଲ୍ଏଫକୁ ବ୍ୟାନ୍ କଲେ ସରକାର
/sambad/media/post_attachments/wp-content/uploads/2019/03/Yashin-Mallik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)