ୟେଦୁରପ୍ପାଙ୍କ ଲଗାତାର ସପ୍ତମ ବିଜୟ

ବେଙ୍ଗାଲୁରୁ: ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପା ଶିକାରପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିବାବେଳେ ଲଗାତାର ସପ୍ତମ ଥର ପାଇଁ ସେ ଏହି ଆସନରୁ ବିଜୟ ହାସଲ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ଜିବି ମଲଟେଶ ଏହି ଆସନରେ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। କର୍ଣ୍ଣାଟକର ଶିମୋଗା ଲୋକସଭା ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ ଏହି ଶିକାରିପୁରା ନିର୍ବାଚନ ମଣ୍ଡଳୀ ଏକ ଲିଙ୍ଗାୟତ ବହୁଳ ନିର୍ବାଚନ ମଣ୍ଡଳୀ।

ସମ୍ବନ୍ଧିତ ଖବର