ୟେମେନ୍‌ରେ ସଂଘର୍ଷ:୨୪ ଘଣ୍ଟାରେ ୧୪୯ ମୃତ

ହୋଦିଦା: ୟେମେନ୍‌ର ହୋଦିଦା ସହରରେ ସରକାର ଏବଂ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇ ୨୪ ଘଣ୍ଟା ମଧ୍ୟରେ ୧୪୯ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ‌ମୃତକଙ୍କ ମଧ୍ୟରେ ୭ ଜଣ ସାଧାରଣ ନାଗରିକ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ୧ ତାରିଖରୁ ହୋଦିଦାରେ ସରକାର ଏବଂ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ହେତୁ ମୋଟ ୬୦୦ ଜଣଙ୍କ ମୃତ୍ୟୁ ଘଟିଲାଣି।

ସମ୍ବନ୍ଧିତ ଖବର