ଋଷିକେଶ: ୟୁପିମୁଖ୍ୟମନ୍ତ୍ରୀଯୋଗୀଆଦିତ୍ୟନାଥହସ୍ପିଟାଲରେତାଙ୍କମା'ଙ୍କୁଭେଟିଛନ୍ତି।ଏହାରଏକଫଟୋମଧ୍ୟସାମ୍ନାକୁଆସିଛି, ଯେଉଁଥିରେସିଏମଯୋଗୀତାଙ୍କମା'ଙ୍କଯତ୍ନନେଉଥିବାରନଜରଆସିଛନ୍ତି।
ସିଏମ୍ଯୋଗୀମଧ୍ୟଡାକ୍ତରଖାନାରେତାଙ୍କମା'ଙ୍କୁଭେଟିବାସମୟରେଭାବପ୍ରବଣହୋଇପଡ଼ିଥିଲେ।ସିଏମ୍ଯୋଗୀଙ୍କମା'ଙ୍କସ୍ୱାସ୍ଥ୍ୟାବସ୍ଥାଭଲନାହିଁଏବଂସେଏମ୍ସଋଷିକେଶରେଚିକିତ୍ସିତହେଉଛନ୍ତି।ପୁଅକୁଦେଖିମା' ମଧ୍ୟଭାବପ୍ରବଣହୋଇପଡ଼ିଥିଲେ।
ମିଳିଥିବାସୂଚନାଅନୁଯାୟୀ, ରବିବାରମୁଖ୍ୟମନ୍ତ୍ରୀଯୋଗୀଗୋରଖପୁରରୁସିଧାସଳଖତାଙ୍କମା'ଙ୍କୁଭେଟିବାପାଇଁଉତ୍ତରାଖଣ୍ଡରଋଷିକେଶଏମ୍ସରେପହଞ୍ଚିଥିଲେ।ପ୍ରାୟ୨୦ମିନିଟ୍ଧରିସେତାଙ୍କମା'ଙ୍କସହରହିଥିଲେ।ସେତାଙ୍କସ୍ୱାସ୍ଥ୍ୟାବସ୍ଥାପଚାରିବୁଝିବାସହଏମ୍ସନିର୍ଦ୍ଦେଶକଙ୍କୁଭେଟିତାଙ୍କମା'ଙ୍କସ୍ୱାସ୍ଥ୍ୟାବସ୍ଥାପଚାରିବୁଝିଥିଲେ।
ମୁଖ୍ୟମନ୍ତ୍ରୀଙ୍କମା' ସାବିତ୍ରୀଦେବୀ (୮୫) ଆଖିସମସ୍ୟାକାରଣରୁଜୁନ୍୭ତାରିଖରୁଏମ୍ସରେଭର୍ତ୍ତିହୋଇଛନ୍ତି।ସେଜେରିଆଟ୍ରିକ୍ୱାର୍ଡରେଚିକିତ୍ସିତହେଉଛନ୍ତି।ଶନିବାରଉତ୍ତରାଖଣ୍ଡମୁଖ୍ୟମନ୍ତ୍ରୀପୁଷ୍କରସିଂହଧାମୀମଧ୍ୟସାବିତ୍ରୀଦେବୀଙ୍କୁଭେଟିତାଙ୍କସ୍ୱାସ୍ଥ୍ୟାବସ୍ଥାପଚାରିବୁଝିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-16-at-20.39.07.jpeg)
