ବେଜିଂ: ଚୀନ୍ର ଲୋଙ୍ଗାନ୍ ସହରରେ ଆଜି ଜଣେ ଯୁବକ ଅତ୍ୟନ୍ତ ବର୍ବରକାଣ୍ଡ ଘଟାଇଛି। ଛୁରି ଦେଖାଇ ଏକ ବସ୍ ଅପହରଣ କରିନେବା ପରେ ଆଜି ଅପରାହ୍ନରେ ୫ ଜଣଙ୍କୁ ବସ୍ ଚପାଇ ମାରିଦେବା ସହ ୨୧ ଜଣ ଯାତ୍ରୀଙ୍କୁ ଛୁରାମାଡ଼ରେ ଆହତ କରିଛି। ଆହତଙ୍କ ମଧ୍ୟରୁ ୯ ଜଣ ଯାତ୍ରୀ ସଂକଟାପନ୍ନ ଅଛନ୍ତି। ସ୍ଥାନୀୟ ପୁଲିସ ଆକ୍ରମଣକାରୀକୁ କାବୁ କରିବାରେ ସକ୍ଷମ ହୋଇଛି।
ଯୁବକର ଉନ୍ମତ୍ତ କାଣ୍ଡ:ବସ୍ ଚପାଇ ୫ ଜଣଙ୍କୁ ମାରିଲା
ଛୁରାମାଡ଼ରେ ୨୧ ଗୁରୁତର
/sambad/media/post_attachments/wp-content/uploads/2018/12/china-boy-killed-5person-by-bus21stabbed.jpg)