ଇସଲାମାବାଦ୍ : ଦୁର୍ନୀତି ମାମଲାରେ ଜେଲ୍ଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ଜଣାପଡ଼ିଛି। ସରିଫ୍ ଏବେ ଲାହୋରର ଇଷ୍ଟର୍ଣ୍ଣ ସିଟି ହସ୍ପିଟାଲ୍ରେ ଚିକିତ୍ସିାଧୀନ ଅଛନ୍ତି। ସରିଫ୍ଙ୍କ ବ୍ଲଡ୍ ପ୍ଲେଟଲେଟ୍ କାଉଣ୍ଟ୍ ବହୁତ କମ୍ ରହିଛି। ସରିଫ୍ଙ୍କ ବ୍ୟକ୍ତିଗତ ଚିକିତ୍ସକ ଆଦନାନ୍ ଖାନ୍ ଆଜି ଏକ ଟ୍ବିଟ୍ କରି ଏହା ଜଣାଇଛନ୍ତି। ହୃଦ୍ଘାତର ଶିକାର ହେବା ସହ ସରିଫ୍ଙ୍କ ପ୍ଲେଟଲେଟ୍ ବହୁତ କମ୍ ରହିଥିବାରୁ ତାଙ୍କର ୨ଟି ଯାକ କିଡନି ଠିକ୍ରେ କାମ କରୁନଥିବା ସେ କହିଛନ୍ତି।
ନୱାଜଙ୍କ ସରିଫ୍ଙ୍କ ଅବସ୍ଥା ଅତି ଗୁରୁତର
/sambad/media/post_attachments/wp-content/uploads/2019/10/aa-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)