ଅନୁସନ୍ଧାନ କରୁଥିବା ବର୍ଗ

ଇସ୍ରାଏଲ୍-ହମାସ୍ ଯୁଦ୍ଧ

ଶାନ୍ତ ଓ ସୁଖୀ ଦିଶିବା ପାଇଁ ମୁକ୍ତ ପଣବନ୍ଦୀଙ୍କୁ ‘ଡ୍ରଗ୍‌’ ଦେଇଥିଲା ହମାସ୍‌: ଇସ୍ରାଏଲ୍‌

ଜେରୁଜେଲମ୍‌:  ଶାନ୍ତ ଓ ସୁଖୀ ଦିଶିବା ପାଇଁ ଗାଜାରୁ ମୁକ୍ତ ପଣବନ୍ଦୀମାନଙ୍କୁ ହମାସ୍‌ ‘ଡ୍ରଗ୍‌’ ଦେଇଥିବା କଥା ମଙ୍ଗଳବାର ଦିନ ଜଣେ ଇସ୍ରାଏଲୀୟ ସରକାରୀ ଅଧିକାରୀ କହିଛନ୍ତି। ଇସ୍ରାଏଲୀୟ ଅଧିକାରୀଜଣକ କହିଛନ୍ତି, ହମାସ ଆତଙ୍କବାଦୀମାନେ ଧରି ନେଇଥିବା ପ୍ରାୟ ୨୪୦ଜଣ ପଣବନ୍ଦୀଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ ଆକ୍ରମଣରେ ଗାଜାରେ ୬୩ ସାମ୍ବାଦିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାମ୍ବାଦିକଙ୍କ ସୁରକ୍ଷା କମିଟି ସୋମବାର ସେମାନଙ୍କର ସଦ୍ୟତମ ମୃତ୍ୟୁ ସଂଖ୍ୟା ଅପଡେଟ୍‌ ଜାରି କରିଛି। ଏହି ସଂସ୍ଥା ୧୯୯୨ ମସିହାରୁ ସାମ୍ବାଦିକଙ୍କ ମୃତ୍ୟୁର ହିସାବ ରଖିବା ଆରମ୍ଭ କରିଥିଲା। ବିବିସିର ରିପୋର୍ଟ ଅନୁଯାୟୀ, ଏହି ସଂସ୍ଥା କହିଛିି ଯେ ଇସ୍ରାଏଲ- ହମାସ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ସାରା ବିଶ୍ୱରେ ହମାସ ନେତାଙ୍କୁ ଖୋଜିଖୋଜି ହତ୍ୟା କରିବ ଇସ୍ରାଏଲ

ଟେଲ୍‌ ଅଭିଭ: ଇସ୍ରାଏଲ-ହମାସ ଯୁଦ୍ଧକୁ ଦୁଇମାସ ପୂରିବାକୁ ବସିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶର ଶୀର୍ଷ ଗୁପ୍ତଚର ଏଜେନ୍ସିମାନଙ୍କୁ କେବଳ ଗାଜାଷ୍ଟ୍ରିପ୍‌ରେ ନୁହେଁ ବରଂ ସମଗ୍ର ବିଶ୍ୱରେ ହମାସ ନେତାଙ୍କୁ ଖୋଜି ଖୋଜି ହତ୍ୟା କରିବାକୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧବିରତି ଆଲୋଚନାରୁ ଓହରିଲା ଇସ୍ରାଏଲ: ଦିନକରେ ୧୭୮ ନିହତ

ଟେଲ୍‌ ଅଭିଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଏକ ସପ୍ତାହ ଧରି ଚାଲିଥିବା ଅସ୍ତ୍ରବିରତି ଶେଷ ହେବା ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ତୀବ୍ର ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ କତର ଯୁଦ୍ଧବିରତି ଚୁକ୍ତିର ନବୀକରଣ କରିବାକୁ ଚଳାଇଥିବା ପ୍ରୟାସକୁ ବଡ଼ ଝଟ୍‌କା ଲାଗିଛି। ଇସ୍ରାଏଲ ଆଜି…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧବିରତି ଭଙ୍ଗହେବା ପରେ କତରରୁ ନିଜ ପ୍ରତିନିଧିଦଳକୁ ଡକାଇଲା ଇସ୍ରାଏଲ୍

ଜେରୁଜେଲମ୍: ଅସ୍ତ୍ରବିରତି ଜାରି ରଖିବା ପାଇଁ ଅନ୍ତର୍ଜାତୀୟ ଆହ୍ୱାନକୁ ଇସ୍ରାଏଲ ଓ ହମାସ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ଯୁଦ୍ଧ ବିରତି ଭଙ୍ଗକୁ ନେଇ ଇସ୍ରାଏଲ ଓ ହମାସ ପରସ୍ପରକୁ ଦାୟୀ କରିଛନ୍ତି । ସେପଟେ ଯୁଦ୍ଧବିରତି ଭଙ୍ଗ ପରେ ଇସ୍ରାଏଲ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

‘ଖୋଜ ଓ ମାର’ ହମାସ ନେତାମାନଙ୍କୁ ଖୋଜି ଖୋଜି ମାରିବାକୁ ମୋସାଦକୁ ମିଳିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏବେ ହମାସ ସହ ଚାଲିଥିବା ଯୁଦ୍ଧ ପରେ ବି ଚୁପ ହୋଇ ବସିବ ନାହିଁ ଇସ୍ରାଏଲ । ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ହମାସର ନେତାମାନଙ୍କୁ ଖୋଜି ଖୋଜି ନିପାତ କରିବ । ଏଥିପାଇଁ ଇସ୍ରାଏଲର ପ୍ରସିଦ୍ଧ ଗୁଇନ୍ଦା ସଂସ୍ଥା ମୋସାଦକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ…
ଅଧିକ ଖବର ଦେଖନ୍ତୁ...

ହମାସ ସହ ୭ ଦିନର ଯୁଦ୍ଧବିରତି ଶେଷ: ଗାଜାରେ ପୁଣି ଇସ୍ରାଏଲର ବୋମାମାଡ଼

ତେଲ ଅଭିଭ: ଇସ୍ରାଏଲ ଓ ହମାସ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ଯୁଦ୍ଧବିରତି ଶେଷ ହେବା ପରେ ଶୁକ୍ରବାରଠାରୁ ଗାଜାରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି ଏବଂ ଏହାର କିଛି ମିନିଟ୍ ପରେ ପ୍ରଥମ ମୃତ୍ୟୁ ଘଟିଛି ବୋଲି ପାଲେଷ୍ଟାଇନ୍ ଅଞ୍ଚଳର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଯୁଦ୍ଧବିରତି ଶେଷ ହେବାର…
ଅଧିକ ଖବର ଦେଖନ୍ତୁ...

ରକେଟ୍‌ ନିକ୍ଷେପ କରି ହମାସ୍‌ ଚୁକ୍ତି ଉଲ୍ଲଂଘନ କରିଛି କହି ଗାଜା ଉପରେ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ୍‌

ଗାଜା: ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବ‌େଳେ, ରକେଟ୍‌ ନିକ୍ଷେପ କରି ହମାସ୍‌ ଅସ୍ତ୍ରବିରତି ଉଲ୍ଲଂଘନ କରିଛି କହି ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ବିମାନ ଦ୍ବାରରେ କାହିଁକି ଅଧଘଣ୍ଟା ହାତଜାକି ଠିଆ ହେଲେ କତର୍‌ ଗସ୍ତରେ ଯାଇଥିବା ଜର୍ମାନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବୁଧବାର ଦିନ କତର୍‌ ଗସ୍ତରେ ଯାଇଥିବା ଜର୍ମାନ୍‌ ରାଷ୍ଟ୍ରପତି ଫ୍ରାଙ୍କ୍‌-ୱାଲ୍‌ଟର୍‌ ଷ୍ଟାଇନ୍‌ମାୟର୍‌ ଦୋହାରେ ଅବତରଣ କରିଥିବା ବିମାନର ଦ୍ବାରରେ ପ୍ରାୟ ୩୦ ମିନିଟ୍‌ ହାତଜାକି ଠିଆ ହୋଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏ ସଂକ୍ରାନ୍ତରେ ଜର୍ମାନ୍‌…
ଅଧିକ ଖବର ଦେଖନ୍ତୁ...

ଇସ୍ରାଏଲ୍‌ ବୋମା ମାଡ଼ରେ ମରିଛନ୍ତି ଗାଜାରେ ପଣବନ୍ଦୀ ଥିବା ୧୦ ମାସର ଛୁଆ ଓ ତା’ର ପରିବାର: ହମାସ୍‌

ଗାଜା ସିଟି: ପୂର୍ବରୁ ଇସ୍ରାଏଲ୍‌ କରିଥିବା ବୋମା ମାଡ଼ରେ ଗାଜାରେ ଅଟକ ଥିବା ସର୍ବକନିଷ୍ଠ ପଣବନ୍ଦୀ ୧୦ ବର୍ଷିୟ କଫିୟର୍‌ ବିବାସ୍‌ ଓ ତା’ ପରିବାରବର୍ଗଙ୍କର ମୃତ୍ୟୁ ଘଟିଥିବା କଥା ବୁଧବାର ଦିନ ଆତଙ୍କବାଦୀ ସଙ୍ଗଠନ ହମାସ୍‌ କହିଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି। ଇସ୍ରାଏଲ୍‌ର…
ଅଧିକ ଖବର ଦେଖନ୍ତୁ...