ବରଗଡ଼: ଆଜି ଅମ୍ବାଭୋନା ତହସିଲ ନିକଟରେ ଅମ୍ବାଭୋନା ପୁଲିସ ଓ ଅମ୍ବାଭୋନା ତହସିଲଦାର ତଥା ମାଜିଷ୍ଟ୍ରେଟ ରଘୁନାଥ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଦୁଇଟି ମୋଟର ସାଇକଲରୁ ୧୦ କେଜି ୨୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ଅମ୍ବାଭୋନା ପୁଲିସ।

Advertisment

ମେଘ ସାହୁ  (୩୬) ଓ ସୁଚିତା ତାଣ୍ଡି (୪୨) ବରଗଡ଼ ପଟୁ ରାଇଗଡ଼ (ଛତିଶଗଡ଼) କୁ ୧୦ କେଜି ୨୫୦ ଗ୍ରାମ ଗଞ୍ଜେଇ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଛନ୍ତି। ଜବତ କରି ଅମ୍ବାଭୋନା ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ,ମେଘ ସାହୁ  (୩୬) ଓ ସୁଚିତା ତାଣ୍ଡି (୪୨) ବରଗଡ଼ ପଟୁ ରାଇଗଡ଼ (ଛତିଶଗଡ଼) କୁ ୧୦ କେଜି ୨୫୦ ଗ୍ରାମ ଗଞ୍ଜେଇ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଛନ୍ତି। ଜବତ କରି ଅମ୍ବାଭୋନା ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି।