କୋଣାର୍କ: ବିଳମ୍ବିତ ରାତ୍ରିରେ ୧୩ଟି ଦୋକାନ ଜଳିଯାଇଥିବାର ଖବର ମିଳିଛି। ସୂଚନା ମୁତାବକ, ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ୧୩ ଗୋଟି ହସ୍ତଶିଳ୍ପ ଦୋକାନରେ କୌଣସି କାରଣରୁ ନିଆଁ ବିଳମ୍ବତ ରାତ୍ରି ୧.୩୦ ରେ ଲାଗିଯାଇଥିଲା।
ଅଗ୍ନିଶମ ବିଭାଗର ଏକ ଟିମି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସମସ୍ତ ଦୋକାନ ନିଆଁରେ ପାଉଁଶ ହୋଇଯାଇଥିଲା। ନିଆଁ ଯୋଗୁଁ ଏଥିରେ ୩ଟି ଗ୍ୟାସ୍ ବିସ୍ପୋରଣ ହୋଇଥିବା ସୂଚନା ରହିଛି। ତେବେ ଏଯାଏ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସମସ୍ତ ଦୋକାନ ନିଆଁରେ ପାଉଁଶ ହୋଇଯାଇଥିଲା। ନିଆଁ ଯୋଗୁଁ ଏଥିରେ ୩ଟି ଗ୍ୟାସ୍ ବିସ୍ପୋରଣ ହୋଇଥିବା ସୂଚନା ରହିଛି। ତେବେ ଏଯାଏ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/03/f61vbuJBleCcOnPONfTB.jpg)