ସୁନ୍ଦରଗଡ଼: ସୁନ୍ଦରଗଡ଼ ଧରୁଆଡ଼ିହି ଥାନା ନିକଟ ଫୁଟବଲ ପଡ଼ିଆ ପଛପଟେ ଚାଲିଥିଲା ଜୁଆ ଆଡ୍ଡା। ଅତର୍କିତ ଚଢ଼ାଉ କଲା ପୁଲିସ୍। ଜୁଆ ଆଡ୍ଡାରୁ ୨୧ କାର , ୧୭ ବାଇକ ସହ ୧ ଲକ୍ଷ ୧ହଜାର ୩୦୦ ଟଙ୍କା  ଜବତ କରାଯାଇଛି। ୧୪ଜଣ ଜୁଆଡ଼ି ଗିରଫ ହୋଇଛି। ଜୁଆଡ଼ିମାନେ ଝାରସୁଗୁଡ଼ା ଓ ବାମରା ଅଞ୍ଚଳର ବୋଲି ସୂଚନା ରହିଛି।