ସୁନ୍ଦରଗଡ଼ : ଗୋରୁ ବେପାରୀର ପିକ୍ ଅପ ଭ୍ୟାନ ଧକ୍କାରେ ଦୁଇ କାର ଚୁରମାର। ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବେପାରୀ ଗାଡ଼ିକୁ ଦେଖି ସ୍ଥାନୀୟ ଲୋକେ ଘୋଡାଇ ଥିଲେ। ଭୟରେ ଗୋରୁ ବେପାରୀ ସୁନ୍ଦରଗଡ଼ ସଦର ଥାନା କିରେଇ ଗାଁ ଭିତରକୁ ପଶି ଯାଇଥିଲେ। ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଗାଁ ରାସ୍ତା ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଦୁଇ କାରକୁ ଧକ୍କା ଦେଇଥିଲେ । ଫଳରେ ଦୁଇ କାର ଚୁରମାର ହୋଇଯାଇଥିଲା। କାରକୁ ଧକ୍କା ଦେଲା ପରେ ପିକ ଅପ ଭ୍ୟାନ ମଧ୍ୟରୁ ୩ ଜଣ ବାହାରି ଦୌଡ଼ି ପଳାଇଥିଲେ।

Advertisment

ଗୋରୁ ବେପାରୀର ପିକ୍ ଅପ ଭ୍ୟାନ ଧକ୍କାରେ ଦୁଇ କାର ଚୁରମାର। ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବେପାରୀ ଗାଡ଼ିକୁ ଦେଖି ସ୍ଥାନୀୟ ଲୋକେ ଘୋଡାଇ ଥିଲେ। ଭୟରେ ଗୋରୁ ବେପାରୀ ସୁନ୍ଦରଗଡ଼ ସଦର ଥାନା କିରେଇ ଗାଁ ଭିତରକୁ ପଶି ଯାଇଥିଲେ। ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଗାଁ ରାସ୍ତା ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଦୁଇ କାରକୁ ଧକ୍କା ଦେଇଥିଲେ । ଫଳରେ ଦୁଇ କାର ଚୁରମାର ହୋଇଯାଇଥିଲା। କାରକୁ ଧକ୍କା ଦେଲା ପରେ ପିକ ଅପ ଭ୍ୟାନ ମଧ୍ୟରୁ ୩ ଜଣ ବାହାରି ଦୌଡ଼ି ପଳାଇଥିଲେ। ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ଦୌଡ଼ାଇ ଥିଲେ। ସେହି ସମୟରେ ଗୋରୁ ବେପାରୀମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିବା ଚର୍ଚ୍ଚା ହେଉଛି।

 ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ଦୌଡ଼ାଇ ଥିଲେ। ସେହି ସମୟରେ ଗୋରୁ ବେପାରୀମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ବର୍ତ୍ତମାନ ଯାଏ ଥାନା କୌଣସି ମାମଲା ରୁଜ୍ଜୁ ହୋଇନାହିଁ କି ଗୁଳି ଫୁଟିବା ଘଟଣା ନେଇ ପୁଲିସ ସ୍ପଷ୍ଟ କରିନାହିଁ ।