ଜଗତ୍ସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଅଘଟଣ। ପଣ୍ୟ ଖଲାସ କରୁଥିବା ସମୟରେ ଜାହାଜରୁ ଖସିପଡିଲେ ୨ କ୍ରିୟୁ ସଦସ୍ୟ। ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ଜଣେ ନିଖୋଜ। ଉଦ୍ଧାର କାର୍ଯ୍ୟରେ ସିଆଇଏସଏଫ, ମେରାଇନ ପୁଲିସ, ସ୍କୁବା ଡ୍ରାଇଭର, କୋଷ୍ଟଗାର୍ଡ ନିୟୋଜିତ ହୋଇଛନ୍ତି।
ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଅଘଟଣ। ପଣ୍ୟ ଖଲାସ କରୁଥିବା ସମୟରେ ଜାହାଜରୁ ଖସିପଡିଲେ ୨ କ୍ରିୟୁ ସଦସ୍ୟ। ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ଜଣେ ନିଖୋଜ। ଉଦ୍ଧାର କାର୍ଯ୍ୟରେ ସିଆଇଏସଏଫ, ମେରାଇନ ପୁଲିସ, ସ୍କୁବା ଡ୍ରାଇଭର, କୋଷ୍ଟଗାର୍ଡ ନିୟୋଜିତ ହୋଇଛନ୍ତି। ଜାହାଜ ବର୍ଥରେ କାର୍ଗୋ ଖଲାସ କରୁଥିବା ସମୟରେ ଶିଡ଼ି କାଢୁଥିଲେ ଜାହାଜ କର୍ମଚାରୀ। ଶିଡ଼ି କାଢୁଥିବା ବେଳେ ଅସାବଧାନତା ଯୋଗୁଁ ଦୁଇ କର୍ମଚାରୀ ଖସି ପଡ଼ିଥିବାର ସୂଚନା ରହିଛି।
ଜାହାଜ ବର୍ଥରେ କାର୍ଗୋ ଖଲାସ କରୁଥିବା ସମୟରେ ଶିଡ଼ି କାଢୁଥିଲେ ଜାହାଜ କର୍ମଚାରୀ। ଶିଡ଼ି କାଢୁଥିବା ବେଳେ ଅସାବଧାନତା ଯୋଗୁଁ ଦୁଇ କର୍ମଚାରୀ ଖସି ପଡ଼ିଥିବାର ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/05/new-project-10-2025-09-05-10-31-23.jpg)