ବ୍ରହ୍ମପୁର: ପୋଖରୀରେ ବୁଡ଼ି ଦୁଇ ନାବାଳକ ମୃତ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ପାତାଳେଶ୍ବର ପୋଖରୀରେ ଅଘଟଣ ଘଟିଛି । ପୋଖରୀରେ ଗଣେଶ ମୂର୍ତ୍ତି ବିସଜନ କରୁଥିବା ସମୟରେ ଗୋଡ଼ ଖସି ଦୁଇ ୧୨ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ସୌମ୍ୟ ପ୍ରଧାନ ଓ ବିନୋଦ ସେଠୀଙ୍କ ପୁଅ ଆଦିତ୍ୟ ସେଠୀ । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ପାତାଳେଶ୍ବର ପୋଖରୀରେ ଅଘଟଣ ଘଟିଛି । ପୋଖରୀରେ ଗଣେଶ ମୂର୍ତ୍ତି ବିସଜନ କରୁଥିବା ସମୟରେ ଗୋଡ଼ ଖସି ଦୁଇ ୧୨ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି ।
/sambad/media/post_attachments/wp-content/uploads/2021/02/Minor-Boys-drown-to-deah-in-Mayurbhanj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)