ଧାମନଗରରେ ପୁଲିସ୍ର ଚଢ଼ାଉ: ୫ ଲକ୍ଷ ଟଙ୍କାର ବାଣ ଜବତ, ବନ୍ଧା ହେଲେ ୩ ଅଭିଯୁକ୍ତ
ଧାମନଗର ଥାନା ଅଞ୍ଚଳରେ ବେଆଇନ ଭାବରେ ବାଣ ପ୍ରସ୍ତୁତ କରୁଥିବା ବେଳେ ଧାମନଗର ପୁଲିସ୍ ଚଢ଼ାଉ କରିଛି। ଏହି ଚଢ଼ାଉରେ ୫ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ପୁଲିସ ଗିରଫ କରିଛି।
/sambad/media/media_files/2025/09/28/dhamnagar-ps-2025-09-28-12-27-33.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)