ସୋର: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ କଲ୍ୟାଣୀ ସ୍ଥିତ ନିଗମାନନ୍ଦ ସ୍ମୃତି ବିଦ୍ୟାପୀଠରେ ୩୦ରୁ ଅଧିକ ଛାତ୍ରୀ ଗୁରୁତର ଅବସ୍ଥାରେ ଗୋପାଳପୁର ମେଡିକାଲରେ ଭର୍ତ୍ତି କରାଯାଇଛି l ପ୍ରାର୍ଥନା ସମୟରେ ହଠାତ ଜଣେ ପରେ ଜଣେ କିଛି ପିଲା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ l ସଙ୍ଗେ ସଙ୍ଗେ ଶିକ୍ଷକ ମାନେ ପିଲାମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ମେଡିକାଲରେ ଭର୍ତ୍ତି କରିଥିଲେ l 

Advertisment

ବାହାନଗା ବ୍ଲକ ଅନ୍ତର୍ଗତ କଲ୍ୟାଣୀ ସ୍ଥିତ ନିଗମାନନ୍ଦ ସ୍ମୃତି ବିଦ୍ୟାପୀଠରେ ୩୦ରୁ ଅଧିକ ଛାତ୍ରୀ ଗୁରୁତର ଅବସ୍ଥାରେ ଗୋପାଳପୁର ମେଡିକାଲରେ ଭର୍ତ୍ତି କରାଯାଇଛି l ପ୍ରାର୍ଥନା ସମୟରେ ହଠାତ ଜଣେ ପରେ ଜଣେ କିଛି ପିଲା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ l ସଙ୍ଗେ ସଙ୍ଗେ ଶିକ୍ଷକ ମାନେ ପିଲାମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ମେଡିକାଲରେ ଭର୍ତ୍ତି କରିଥିଲେ l କିଛି ପିଲା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛିl ଛାତି ଯନ୍ତ୍ରଣା ସହ ଅଚେତ ହେବାର ସୂଚନା ଥିବା ବେଳେ କିଛି ପିଲାଙ୍କର ଅକ୍ସିଜେନ କମ୍ ଥିବା ସୂଚନା ମିଳିଛି l ମେଡିକାଲରେ ପୁଲିସ ଓ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଛିl

କିଛି ପିଲା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛିl ଛାତି ଯନ୍ତ୍ରଣା ସହ ଅଚେତ ହେବାର ସୂଚନା ଥିବା ବେଳେ କିଛି ପିଲାଙ୍କର ଅକ୍ସିଜେନ କମ୍ ଥିବା ସୂଚନା ମିଳିଛି l ମେଡିକାଲରେ ପୁଲିସ ଓ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଛିl