କାଲିମେଳା: ମୋଟୁ ନିକଟରୁ ୧୦ ଲକ୍ଷ ଟଙ୍କାର ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି | ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ ଏହି କଇଁଛ ଚୋରା ଚାଲାଣ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୋଟୁ ତନଖି ଫାଟକ ନିକଟରୁ ମୋଟୁ ବନ ବିଭାଗ ଦ୍ୱାରା ଜବତ ହୋଇଛନ୍ତି ୩୦୦ରୁ ଅଧିକ ଜୀବନ୍ତ କଇଁଛ |
ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ ଏହି କଇଁଛ ଚୋରା ଚାଲାଣ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୋଟୁ ତନଖି ଫାଟକ ନିକଟରୁ ମୋଟୁ ବନ ବିଭାଗ ଦ୍ୱାରା ଜବତ ହୋଇଛନ୍ତି ୩୦୦ରୁ ଅଧିକ ଜୀବନ୍ତ କଇଁଛ | ମାଛ ଗାଡ଼ିରେ ଚାଲାଣ ହେଉଥିଲା ଏହି ସବୁ କଇଁଛ | ଗୋଟିଏ ପିକ ଅପ ଗାଡ଼ି ସହ ଦୁଇଟି ବାଇକକୁ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ | ଏହି ଚୋରାଚାଲାଣରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରୁଛି ମୋଟୁ ବନ ବିଭାଗ |
/sambad/media/media_files/2025/04/03/IP4vzq5x5GttdkJZKTDW.jpg)
ମାଛ ଗାଡ଼ିରେ ଚାଲାଣ ହେଉଥିଲା ଏହି ସବୁ କଇଁଛ | ଗୋଟିଏ ପିକ ଅପ ଗାଡ଼ି ସହ ଦୁଇଟି ବାଇକକୁ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ | ଏହି ଚୋରାଚାଲାଣରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରୁଛି ମୋଟୁ ବନ ବିଭାଗ | କାଲିମେଳା ଅଞ୍ଚଳ ରେ କଇଁଛ ମାଂସର ଚାହିଦା ଅଧିକ ଥିବାରୁ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଚୋରାରେ କଇଁଛ ଚାଲାଣ କରାଯାଉଛି|
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/03/VzEU9Vy7IcRjA9ZBsTyJ.jpg)