ଭୁବନେଶ୍ବର: ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ ମଣ୍ଡି | ରାଜ୍ୟରେ ୩୦ ଜିଲ୍ଲାରେ ହେବ ୩୮ଟି ମଡେଲ ମଣ୍ଡି | ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି।
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ ମଣ୍ଡି | ରାଜ୍ୟରେ ୩୦ ଜିଲ୍ଲାରେ ହେବ ୩୮ଟି ମଡେଲ ମଣ୍ଡି | ଆବଶ୍ୟକତାକୁ ଦେଖି ବଡ଼ ଜିଲ୍ଲାରେ ହେବ ଦୁଇଟି ମଣ୍ଡି | ମଡେଲ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ, ବିଶ୍ରାମାଗାର, ବିଜୁଳି ବ୍ୟବସ୍ଥା, ଦୋକାନ, ଏସଏଚଜି ମହିଳାଙ୍କ ଦ୍ୱାରା ଟିଫିନ ସେଣ୍ଟର,ପାର୍କିଙ୍ଗ ଆଦି ବ୍ୟବସ୍ଥା ରହିବ|
ସମବାୟ ମନ୍ତ୍ରୀ କହିଛନ୍ତି, ଆବଶ୍ୟକତାକୁ ଦେଖି ବଡ଼ ଜିଲ୍ଲାରେ ହେବ ଦୁଇଟି ମଣ୍ଡି | ମଡେଲ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ, ବିଶ୍ରାମାଗାର, ବିଜୁଳି ବ୍ୟବସ୍ଥା, ଦୋକାନ, ଏସଏଚଜି ମହିଳାଙ୍କ ଦ୍ୱାରା ଟିଫିନ ସେଣ୍ଟର,ପାର୍କିଙ୍ଗ ଆଦି ବ୍ୟବସ୍ଥା ରହିବ| ମଡେଲ ମଣ୍ଡିର ରୂପ ରେଖ କେମିତି ରହିବ ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେଜେଣ୍ଟେସନ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।