ମାଲକାନଗିରି: ମାଲକାନଗିରିରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ସକାଳୁ ବର୍ଷା କମିଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସବେରୀ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି ସୁକମା ରାସ୍ତାରେ ଥିବା ଝାପ୍ରା ପୋଲ ଉପରେ ୪ ଫୁଟରେ ପାଣି ପ୍ରଭାବିତ ହେଉଛି।
ଆଜି ସକାଳୁ ବର୍ଷା କମିଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସବେରୀ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଛି। ଯାହାଫଳରେ ମାଲକାନଗିରି ସୁକମା ରାସ୍ତାରେ ଥିବା ଝାପ୍ରା ପୋଲ ଉପରେ ୪ ଫୁଟରେ ପାଣି ପ୍ରଭାବିତ ହେଉଛି।ମାଲକାନଗିରି ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲର ଦୁଇପଟେ ଶତାଧିକ ଯାନବାହନ ଛିଡ଼ା ହୋଇଛି। କୋୖଣସି ଗାଡ଼ିକୁ ପୋଲ ପାର ହେବାକୁ ଦିଆଯାଉନାହିଁ।
ମାଲକାନଗିରି ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲର ଦୁଇପଟେ ଶତାଧିକ ଯାନବାହନ ଛିଡ଼ା ହୋଇଛି। କୋୖଣସି ଗାଡ଼ିକୁ ପୋଲ ପାର ହେବାକୁ ଦିଆଯାଉନାହିଁ। ତେବେ ବର୍ଷା କମିଲେ ହୁଏତ ପୋଲରୁ ପାଣି କମିପାରେ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/19/untitled-2025-08-19-12-20-56.png)